କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର, ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ
କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର । AI ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି 275 AI କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ ।
ପୁରୀ: କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର । AI ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି 275 AI କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ ।
ପୁରୀ-କୋଣାର୍କ ରୋଡ଼ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଘଟଣ ଏଡ଼ାଇବାକୁ ପ୍ରଶାସନ ସଜାଗ ରହିଛି । ନିୟୋଜିତ ଅଛନ୍ତି ବିମ ଡିସ୍ପୋଜାଲ୍ ସ୍କାଡ୍ । ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କାଡ୍ ।
ସ୍ପେଶାଲ ଟେକଲିକାଲ ୟୁନିଟ ଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି । 205 ପ୍ଲାଟୁନ ପୋଲିୟ ଫୋର୍ସ ମୁତୟନ ଅଛନ୍ତି । 21 ଆଇପିଏସ୍ ସହ 12ଶହ ଅଫିସର ଅଛନ୍ତି ନିୟୋଜିତ ।
ଟ୍ରାଫିକ ପରିଚାଳନାରେ 50 ପ୍ଲାଟୁନ ଫୋର୍ସ । ପୋଲିସ ସହ ଘରୋଇ ସୁରକ୍ଷା ଟିମ ମଧ୍ୟ ନିୟୋଜିତ ଅଛନ୍ତି । ରଥଯାତ୍ରାରେ ସୁରକ୍ଷା ପାଇଁ କୋଷ୍ଟାଲ ଏରିଆରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚାରିଆଡେ ପାଟ୍ରୋଲିଂ ଜୋରଦାର କରାଯାଇଛି ।