fbpx

ସର୍ଜରୀ କରି ଅଭିନେତ୍ରୀରୁ ହୋଇଗଲେ ଯୁବକ, ଭାଇରାଲ ହେଉଛି shirtless photos

କ୍ରିଷ୍ଟ୍ରୋଫର ନୋଲନ ଭଳି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ସୁପରିହିଟ୍ ଫିଲ୍ମ ଇନସେପସନରେ କାମ କରିଥିବା ଅଭିନେତ୍ରୀ ଅଭିନେତ୍ରୀ ଏଲନ ପେଜ୍ ଟ୍ରାନ୍ସଜେଣ୍ଡର ସର୍ଜରୀ କରିବା ପରେ ପୁଅ ହୋଇଛନ୍ତି । ସେ ଏବେ ଏଲର୍ଟ ପେଜ୍ ନାମରେ ଜଣାଶୁଣା । ଏଲର୍ଟ ଏବେ ନିଜ ଫିଟନେସ୍ ଉପରେ ଅଧିକ ଫୋକସ୍ ଦେଉଛନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ୬ ପ୍ୟାକ୍ ଆପ୍ସ ସହ ଫଟୋ ସେୟାର କରିଥିଲେ ।

ତେବେ ସର୍ଜରୀ ପରେ ଏଲର୍ଟଙ୍କ ଫଟୋ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଏଲର୍ଟଙ୍କ ୩୪ ବର୍ଷର ପ୍ରେମ ଜୀବନ ଓ ବ୍ୟକ୍ତିଗତ ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ । ଏଲର୍ଟ ସର୍ଜରୀ ପୂର୍ବରୁ ଲେସବିୟାନ୍ ଥିଲେ । ସେ ଏମା ପାର୍ଟନରଙ୍କ ସହିତ ୨୦୧୮ରେ ବିବାହ କରିଥିଲେ । ଡିସେମ୍ବର ୨୦୨୦ରେ ଏଲର୍ଟ ଇନଷ୍ଟାଗ୍ରାମରେ ଟ୍ରାନ୍ସଜେଣ୍ଡର ହେବାର ସୂଚନା ଦେଇଥିଲେ । ଏଲର୍ଟ ନିଜ କ୍ୟାରିୟରକୁ ନେଇ ଅଧିକ ପଜିଟିଭ୍ ଥିବା ବେଳେ ସେ ଏବେ ଜଣେ ଅଭିନେତା ଭାବେ ନିଜ କ୍ୟାରିୟର ଆଗକୁ ନେବାକୁ ଚାହୁଁଛନ୍ତି । ଏଲର୍ଟ ଏବେ ନେଟଫ୍ଲିକ୍ସର ସୁପରହିଟ୍ ଶୋ’ The Umbrella Academyର ଥାର୍ଡ ସିଜନରେ କାମ କରୁଛନ୍ତି ।

 

Get real time updates directly on you device, subscribe now.