ଟିକା ନେଇ ଆଖି ବୁଜିଲା ଅଢେଇ ମାସର ଶିଶୁ ! ଅଭିଯୋଗ କଲେ ପରିବାର
ଟିକା ନେଇ ଅଢେଇ ମାସର ଶିଶୁ ମୃତ ହୋଇଥିବା ଅଭିଯୋଗ ହୋଇଛି । ପାଇକମାଳା ଥାନା ଟେମରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ପଦ୍ମପୁର: ଟିକା ନେଇ ଅଢେଇ ମାସର ଶିଶୁ ମୃତ ହୋଇଥିବା ଅଭିଯୋଗ ହୋଇଛି । ପାଇକମାଳା ଥାନା ଟେମରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଟୀକାକରଣ କେନ୍ଦ୍ରରେ ଟିକା ନେଇ ଶିଶୁଟି ଅସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସକାଳେ ଶିଶୁଟିକୁ ମୃତ ଘୋଷଣା କଲେ ଡାକ୍ତର ।