fbpx

ଟ୍ରେନ୍ ଧକ୍କାରେ ୨ ହାତୀ ମୃତ

ରାଉରକେଲା,୪।୨(ଓଡିଶା ଭାସ୍କର) : ରାଉରକେଲା ବିଶ୍ରା ମହିପାଣି ନିକଟରେ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ। ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇଥିଲା ମାଲ୍‌ବାହୀ ଟ୍ରେନ । ବର୍ତ୍ତମାନ ସୁଦ୍ଧା ହାତୀର ଖଣ୍ଡବିଖଣ୍ଡିତ ମୃତଦେହ ଧାରଣାରେ ପଡ଼ି ରହିଛି । ରେଳ ଧାରଣ ପାର କରିବା ବେଳେ ଘଟିଛି ଏହି ଦୁର୍ଘଟଣା।

Get real time updates directly on you device, subscribe now.