fbpx

ଧରାପଡ଼ିଲେ ୨ ନକଲି ପୋଲିସ

ସୋର,୬ ।୧୦(ଓଡିଶା ଭାସ୍କର): ସୋରର ଖନ୍ତାପଡା ନିକଟରୁ ଧରାପଡିଲେ ୨ ନକଲି ପୋଲିସ । ପୋଲିସ ଡ୍ରେସରେ ଆସୁଥିବା ବେଳେ ଚେକିଂ ବେଳେ ଏହି ଦୁଇ ଜଣ ଧରାପଡ଼ିଛନ୍ତି । ଚେକିଂ ସମୟରେ ପୋଲିସକୁ ଦେଖି ଖସି ପଳାଉଥିବା ବେଳେ ଏମାନଙ୍କୁ ଗିରଫ କରିଥିଲା ଖନ୍ତାପଡା ଥାନା ପୋଲିସ । ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ ଜବତ ହୋଇଛି । ଏହା ସହିତ ନକଲି ପୋଲିସ ଆସୁଥିବା ଗାଡିକୁ ମଧ୍ୟ ପୋଲିସ ଜବତ କରିଛି ।

Get real time updates directly on you device, subscribe now.