fbpx

କାର ଦୁର୍ଘଟଣାରେ ଚାପି ହୋଇଗଲେ ଦୁଇ ଜଣ, ଘଟଣାସ୍ଥଳରେ ଜଣେ ମୃତ

Advertisement

ଜୟପୁର: ରାୟଗଡ଼ା ଅମ୍ବାଦଳା ଥାନା ବନ୍ଧଗଗୁଡ଼ା ଗାଁ ନିକଟରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୨ ଜଣ ଚାପି ହୋଇଯାଇଥିବା ଜଣାପଡ଼ିଛି । ଚାପି ହୋଇଥିବା ୨ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଜଣାପଡ଼ି ନାହିଁ । ଏହି ଦୁର୍ଘଟଣାରେ ୩ ଜଣ ଆହତଙ୍କୁ ମୁନିଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବା । ତେବେ ମୃତାହତ ଆନ୍ଧ୍ରର ଥିବା ବେଳେ ସେମାନେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ବରଗଡ଼ ଆସିଥିଲେ ।

Get real time updates directly on you device, subscribe now.