fbpx

ବଡ଼ ଖବର: ପ୍ରକାଶ ପାଇଲା UPSC ରେଜଲ୍ଟ, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ: ୨୦୨୩ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ୱିତୀୟ ରାଙ୍କ୍ ରେ ଓଡ଼ିଶାର ଅନିମେଶ ପ୍ରଧାନ, ତୃତୀୟ ରାଙ୍କରେ ଡି.ଅନନ୍ୟା ରେଡ୍ଡୀ ଅଛନ୍ତି । ତେବେ ଓଡ଼ିଶାର ଅୟୁଷୀ ପ୍ରଧାନଙ୍କୁ ୩୬ ନମ୍ବର ରାଙ୍କ ମିଳିଛି । ଏଥିରେ ୧୦୧୬ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ସେହିପରି ୨୪-ପ୍ରଜ୍ଞାନନ୍ଦନ ଗିରି, ୩୬-ଆୟୁଷି ପ୍ରଧାନ, ୫୨-ଜୟଶ୍ରୀ ପ୍ରଧାନ, ୬୦-ଅଭିମନ୍ୟୁ ମଲ୍ଲିକ, ୧୧୦-ଅମ୍ରିତାଂଶୁ ନାୟକ, ୧୧୫-ଯଶୋବନ୍ତ ମଲ୍ଲିକ, ୧୭୬-ପଦ୍ମନାଭ ମିଶ୍ର, ୨୦୪-ଶୁଭ୍ରା ପଣ୍ଡା, ୨୬୯-ତାନିଆ ମିଶ୍ର, ୨୮୦-ଅନନ୍ୟା ରଣା, ୩୦୩-ତନିଶା ମିଶ୍ର, ୩୧୯-ରଶ୍ମି ପ୍ରଧାନ, ୩୪୩-ବିଶ୍ୱଜିତ୍ ପଣ୍ଡା, ୩୮୭-ପ୍ରିୟଙ୍କା ପ୍ରିୟଦର୍ଶିନୀ । ଏହି ୟୁପିଏସସି ରେଜଲ୍ଟରେ ଚତୁର୍ଥ ସ୍ଥାନରେ ଅଛନ୍ତି ସିଦ୍ଧାର୍ଥ ରାମକୁମାର ଏବଂ ପଞ୍ଚମ ସ୍ଥାନରେ ରୁହାନୀ ।

Get real time updates directly on you device, subscribe now.