fbpx

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ: ପ୍ରଦୀପ ସିଂ ହେଲେ IAS ଟପ୍ପର

ନୂଆଦିଲ୍ଲୀ,୪ ।୮:୨୦୧୯ ବର୍ଷର ୟୁନିଅନ ପବ୍ଳିକ ସର୍ଭିସ ବା ୟୁପିଏସସି ରେଜଲ୍ଟ ଆଜି ପ୍ରକାଶ ପାଇଛି । ଆଇଏଏସ ପ୍ରଦୀପ ସିଂ ଏଥିରେ ଟପ୍ପର ହୋଇଛନ୍ତି । ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଦଶମ ସ୍ଥାନରେ ଅଛନ୍ତି ସଞ୍ଚିତା ମହାପାତ୍ର । ମୋଟ ୮୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.