fbpx
BSKY
BJD MC SKY
BJD MS SKY

BIG BREAKING: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଭୁୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷ ବୟସରେ କଟକ ଏସସିବିରେ ତାଙ୍କର ପରଲୋକ ଘଟିଛି । ସେ ସ୍ୱାଧୀନତା ସଂଗ୍ରାମୀ ସଂଘ ରାଜ୍ୟ ସଭାପତି ଥିଲେ ।  ୨ ଥର ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି ନୀଳମଣି ।

ସେ ମେଡିସିନ୍ ବିଭାଗର ଆଇସିୟୁରେ ୩ ଦିନ ଧରି ଚିକିତ୍ସିତ ଥିଲେ । ବ୍ରେନଷ୍ଟ୍ରୋକ ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ନୀଳମଣିଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଡାକ୍ତର ଦଳ ଏସସିବିରେ ନିୟୋଜିତ ଥିଲେ । ସ୍ୱାଧୀନତା ସଂଗ୍ରାମ ବେଳେ ନୀଳମଣି ୩ ବର୍ଷ ଜେଲ୍‌ରେ ଥିଲେ ।

Get real time updates directly on you device, subscribe now.