ଭିଜିଲାନ୍ସ ଜାଲରେ ବିଜୁଳି ଯନ୍ତ୍ରୀ: ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ଜୟପୁର: ଭିଜିଲାନ୍ସ ଜାଲରେ ପଡ଼ିଲେ ବିଦ୍ୟୁତ ବିଭାଗ ସରକାରୀ ଯନ୍ତ୍ରୀ । ଟିପିଏସଓଡିଏଲ ବୋରିଗୁମ୍ମାର ସହକାରୀ ଯନ୍ତ୍ରୀ ପ୍ରବୀଣ ହୋତା । ଠିକା କର୍ମଚାରୀଙ୍କୁ ତଡ଼ି ଦେବାକୁ ଧମକ ଦେଇ ଲାଞ୍ଚ ନେଉଥିଲେ । ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ।