fbpx

ଆଜି ଏୟାରଲିଫ୍ଟ ହେବେ ଆଇପିଏସ୍ ଦେବାଶିଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟ କରାଯିବ । ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯିବ ବୋଲି ଜଣାପଡିଛି । ଏୟାରଲିଫ୍ଟ ପାଇଁ ପ୍ରସ୍ତୁତି କରିବା ପାଇଁ କଟକ ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚିଛନ୍ତି କୋଲକତା ଏକ ସ୍ୱତସ୍ତ୍ର ହସ୍ପିଟାଲ ଟିମ୍ । କୋଲକାତା ସୁପରସ୍ପେଶାଲିଟି ହସ୍ପିଟାଲର ୪ ଜଣିଆ ଟିମ୍ ଆଜି ପହଞ୍ଚିଛନ୍ତି । ଦେବାଶିଷଙ୍କୁ ଇକୋମା ସପୋର୍ଟରେ କୋଲକାତା ଏୟାରଲିଫ୍ଟ କରାଯିବ । ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ ଅନେକ ଦିନ ହେବ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.