fbpx
BSKY
BJD SHG SKY
BJD YOUTH SKY

ଭିଜିଲାନ୍ସ ଜାଲରେ ଜେଇ

ଦେବଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ତିଲେଇବଣି ବ୍ଲକ୍ ବଡ଼ଛାପଲ ଜିପିଟିଏ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ତିଲେଇବଣି ବ୍ଲକର ଗ୍ରାମ ପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ ବିକାଶ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ବିକାଶ ବେହେରାଙ୍କ ଘର, ଶ୍ୱଶୁର ଘର ଏବଂ ସରକାରୀ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି । ଏକାକାଳୀନ ତିନିଟି ସ୍ଥାନରେ ରେଡ୍ ହୋଇଛି ।

Get real time updates directly on you device, subscribe now.