fbpx
BSKY SKY
BSKY SKY

ଭିସୁଟର କୁଳପତି ହେଲେ ବଂଶୀଧର ମାଝୀ

BSKY

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ସେଠାକାର ନୁତନ କୁଳପତି ଭାବରେ ନିଯୁକ୍ତ ହୋଇଛନ୍ତି ପ୍ରଫେସର୍ ବଂଶୀଧର ମାଝୀ । ଶ୍ରୀ ମାଝୀଙ୍କୁ କୁଳପତି ଭାବରେ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଏବେ କାଞ୍ଚିପୁରମ୍ ଆଇଆଇଆଇଟିଡିଏମ୍ ନିର୍ଦ୍ଦେଶକ ଅଛନ୍ତି ପ୍ରଫେସର୍ ମାଝୀ ।

Get real time updates directly on you device, subscribe now.