fbpx

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ: ରିପୋର୍ଟ ତଲବ କଲା କେନ୍ଦ୍ର

ନୂଆ ଦିଲ୍ଲୀ, ୦୫/୦୫: ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟରେ ଅଶାନ୍ତି ଦେଖିବାକୁ ମିଳିଛି । ରାଜ୍ୟରେ ସବୁ ଜାଗାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ହିଂସା କାଣ୍ଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି ।
ତେବେ ଏନେଇ କଠୋର ହୋଇଛି କେନ୍ଦ୍ର । ହିଂସା ରୋକିବାକୁ ପଶ୍ଚିମବଙ୍ଗ ଗୃହ ସଚିବଙ୍କୁ ଚିଠି ଲେଖିବା ସହ ହିଂସାକୁ ନେଇ ରିପୋର୍ଟ ତଲବ କରିଛି କେନ୍ଦ୍ର ।

Get real time updates directly on you device, subscribe now.