fbpx

ସ୍କୁଲରେ କୋଭିଡ କଟକଣା ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ନୂଆ ଭାରିଆଣ୍ଟ ଯୋଗୁଁ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସବୁ ରାଜ୍ୟରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଉଛି । ସ୍କୁଲରେ କୋଭିଡ କଟକଣା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ‘ଏସଓପି ଅନୁସାରେ ପଦକ୍ଷେପ ନିଆଯାଉଛି । ନୋଡାଲ ଅଫିସର ଜିଲ୍ଲା ଗସ୍ତ କରିବେ, ଏସଓପି କଡ଼ାକଡ଼ି କରାଯିବ । ଜିଲ୍ଲା ପ୍ରଶାସନ ସ୍ଥିତି ଦେଖି ପଦକ୍ଷେପ ନେବେ । କେନ୍ଦ୍ର ନିର୍ଦ୍ଦେଶ ଅନୁସାରେ ଶିକ୍ଷକମାନେ ଅଧିକ ସଚେତନ କରିବେ ।’

Get real time updates directly on you device, subscribe now.