fbpx

ଶିକ୍ଷକଙ୍କୁ କରୋନା ହେବା ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୧ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ମିଳିବାରେ ପରେ ଗଜପତି ଜିଲ୍ଲାର ଶିକ୍ଷକ କରୋନା ପଜିଟିଭ୍ ହୋଇଥିଲେ । ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ‘ପଜିଟିଭ୍ ଥିବା ଶିକ୍ଷକମାନେ ଆଇସୋଲେସନରେ ଅଛନ୍ତି । ଅତିଥି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅଣାଯାଇଛି ପାଠ ପଢାଯାଉଛି । ରବିବାର ମଧ୍ୟ ୬୫% ପିଲା ପାଠପଢିବାକୁ ସ୍କୁଲ ଆସିଥିଲେ । ପିଲାଙ୍କ ସ୍ୱାସ୍ଥ୍ୟ ସହ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଗାଇଡଲାଇନ ମାନି ସମସ୍ତ କାର୍ଯ୍ୟ କରାଯାଉଛି ।’

Get real time updates directly on you device, subscribe now.