fbpx

ଟିକାକରଣକୁ ନେଇ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ?

ନୂଆଦିଲ୍ଲୀ,୧୬ ।୧: ବିଶ୍ୱର ସବୁଠୁ ବଡ଼ ଟିକାକରଣ ଡ୍ରାଇଭର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶର କରୋନା ଯୋଦ୍ଧାମାନଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଦିଆଯାଉଛି । ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କରୋନା ଟିକା ସଞ୍ଜୀବୀନ ଔଷଧ ଭଳି ଶକ୍ତିଶାଳୀ । କୋଭିଡ ବିରୋଧୀ ଲଢେଇରେ ଆମେ ହିଁ ଜିତିବା । କରୋନାକୁ ନେଇ ଗୁଜବଠାରୁ ସମସ୍ତେ ଦୂରେଇ ରହିବା ଉଚିତ୍ । କରୋନା ବିରୋଧ ଲଢେଇର ନିର୍ଣ୍ଣାୟକ ମୋଡରେ ଆମେ ଅଛୁ ।’

Get real time updates directly on you device, subscribe now.