fbpx

ଜିଲାପି ଖାଇଲେ କ’ଣ ହୁଏ? ଜାଣନ୍ତୁ କେଉଁ ରୋଗ ପାଇଁ ଏହା ଲାଭ ଦାୟକ

ସାଧାରଣତଃ ଭାରତୀୟ ମିଠା ମଧ୍ୟରୁ ଜିଲାପି ଅନ୍ୟତମ । ଏହାକୁ କିଛି ଭଲ ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏମିତି ଦେଖିବାକୁ ଆମ ରାଜ୍ୟର ଛୋଟ ବା ବଡ଼ ଜଳଖିଆ ଦୋକାନରେ ଜିଲାପି ବିକ୍ରି ହୋଇଥାଏ । ସେହିପରି ଖାସ ଦୋକାନ ଅଛି ସେଠାରେ ଜିଲାପି ହିଁ ମିଳିଥାଏ । କିନ୍ତୁ ଜାଣନ୍ତି କି ଜିଲାପି ଖାଇଲେ କଣ ଲାଭ ହୁଏ? ଏହା ଆମ ମାନସିକ କ୍ଷେତ୍ରରେ ମଧ୍ୟ ଅନେକ ଉପକାର କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର କିଛି ଲାଭପ୍ରଦ ଜିନିଷ..ଯଦି ଆପଣ ଶୀତ ଦିନେ ଗରମ ଗରମ ଜିଲାପି ଖାଇବାକୁ ଚାହୁଁଛନ୍ତି ହେଲେ ମିଠା ପାଇଁ ଡ଼ରୁଛନ୍ତି ଖାଇବାକୁ ତେବେ ଜାଣନ୍ତୁ ଏହାର ୬ଟି ଉପକାରିତା ।

-ମାଇଗ୍ରେନ ରୋଗୀଙ୍କ ପାଇଁ ଏହା ବହୁ ଉପଯୋଗୀ । ମାଇଗ୍ରେନ ଅର୍ଥାତ ମୁଣ୍ଡ ବିନ୍ଧା ରୋଗୀ ମାନେ ଦୁଗ୍ଧ, ଜିଲାପି ଖାଇବା ସେମାନଙ୍କ ପାଇଁ ଫାଇଦା ହୋଇଥାଏ ।

-ପ୍ରାୟତଃ ଲୋକେ ସୁଗାର କାରଣରୁ ଜିଲାପିକୁ ଖାଇ ନଥାନ୍ତି । ହେଲେ ଏଥିରେ ସୁଗାର ସହ ଜଡ଼ିତ କୌଣସି ସମସ୍ୟା ନାହିଁ । ଯଦି ଆପଣ ପତଳା ଅଛନ୍ତି ଏବଂ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଜିଲାପି ଖାଆନ୍ତୁ ଏହା ଆପଣଙ୍କ ଓଜନ ବଢାଇବାରେ ସାହାଯ୍ୟ କରିବ । କାରଣ ଜିଲାପିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଛି ।

-ଯେଉଁ ମାନଙ୍କୁ ଖାଇବା ପିଇବା ବହୁ ପସନ୍ଦ ତେବେ ସେମାନେ ହିଁ କହିପାରିବେ ଜିଲାପି ଖାଇଲେ କେତେ ମାତ୍ରାରେ ଷ୍ଟ୍ରେସ ଦୁର ହୋଇଥାଏ । ଆପଣ ଯେତେବେଳେ ଷ୍ଟ୍ରେସ ରହୁଛନ୍ତି ସେତେବେଳେ ଜିଲାପି ଆଣି ଖାଆନ୍ତୁ ଏହା ଆପଣଙ୍କ ଷ୍ଟ୍ରେସ କମାଇଦେବ ।

-ଶୀତଦିନେ ପ୍ରାୟତଃ ଥଣ୍ଡା ଜ୍ୱର ହୋଇଥାଏ । ଯଦି ଏହି ଥଣ୍ଡା ପାଗରେ ଗରମ ଗରମ ଜିଲାପି ଆଣି ଖାଇବେ ତେବେ ଏଥିରେ ଥାଣ୍ଡା କାଶରୁ ମୁକ୍ତି ପାଇ ପାରିବେ ।

– ଯଦି ଶ୍ୱାସ କ୍ରିୟା ବାଧାପ୍ରାପ୍ତ ହେଉଛି ତେବେ ଗରମ କ୍ଷୀର ସହ ଜିଲାପିକୁ ଭିଜାଇ ଖାଆନ୍ତୁ । ଏହା ବହୁ ଫାଇଦା ଦେଇଥାଏ ଶ୍ୱାସ ରୋଗୀଙ୍କ ପାଇଁ ।

– କଥାରେ ଅଛି ଜଣ୍ଡିସ ପାଇଁ ଜିଲାପି ଅନେକ ଗୁଣମତ । ଜିଲାପି ଦ୍ୱାରା ଜଣ୍ଡିସର ସମସ୍ୟାକୁ କିଛି ମାତ୍ରାରେ କମ କରାଯାଇ ପାରିବ ।

Get real time updates directly on you device, subscribe now.