fbpx

କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ, କାରଣ ଜାଣନ୍ତୁ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ସୋରିଆସିସ ରୋଗରେ ପୀଡ଼ିତ ଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତାଙ୍କର ପୂର୍ବରୁ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ଭୁବନେଶ୍ୱରର ୩୮ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି । ଏକ ସମୟରେ ବହୁ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । କରୋନା ବ୍ୟତୀତ ଅନ୍ୟ କାରଣ ତଥା ସେପଟିକ ସକ୍ ଓ ମଲ୍ଟି ଅର୍ଗାନ ଫେଲ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି ।

Get real time updates directly on you device, subscribe now.