fbpx

WhatsApp ରେ ଆସିବ ଏହି ଆପ ଡାୟଲର ଫିଚର, ନମ୍ବର ସେଭ ନ କରି ବି କରିପାରିବେ କଲ

ନୂଆଦିଲ୍ଲୀ: ମେଟା ନିଜ ମେସେଜିଙ୍ଗ ଆପ ହ୍ୱାଟ୍ସଆପକୁ ଆହୁରି ଉନ୍ନତ କରିବା ଲାଗି ଏଥିରେ ଅନେକ ଫିଚର ଆଣିବାରେ ଲାଗିଛି । ବର୍ତ୍ତମାନ ହ୍ୱାଟ୍ସଆପ ଜରିଆରେ କୌଣସି ମଧ୍ୟ ଅନ୍ୟ ୟୁଜର୍ସଙ୍କୁ କଲ କରିବାକୁ ହେଲେ ତାଙ୍କ ନମ୍ବର ସେଭ କରିବାକୁ ପଡୁଛି । ହେଲେ ଏହାକୁ ନେଇ ହ୍ୱାଟ୍ସଆପ ଏକ କମାଲ ଫିଚର୍ସ ଆଣିବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ବିଷୟରେ ।

ହ୍ୱାଟ୍ସଆପରେ ଆସୁଥିବା ନୂଊଆ ଫିଚର ବିଷରେ ସୂଚନା ଦେଉଥିବା ପ୍ଲାଟଫର୍ମ .. ର ଏକ ଲାଟେଷ୍ଟ ରିପୋର୍ଟ ମୁତାବକ ହ୍ୱାଟ୍ସଆପ ନେ-ଇନ-ଆପ ଡଲାର ଫିଚରର ଆଣ୍ଡ୍ରୋଏଡ ବୀଟା ଭର୍ଜନ ୨.୨୩.୯.୨୮ ରିଲିଜ କରାଯାଇଛି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଏ । ଏହି ରିପୋର୍ଟରେ କୁହାଯାଇଛି ଯେ, ହ୍ୱାଟ୍ସଆପ ଇନ-ଆପ ଡଲାରର ଫିଚର ଉପରେ କାମ କରୁଛି । କମ୍ପାନୀର ଏହାର ବୀଟା ଭର୍ଜନ ରିଲିଜ କରାଯାଇଛି ଏବଂ ଏହାର ଟେଷ୍ଟିଙ୍ଗ କରାଯାଉଛି । ଏହି ଫିଚର ଭବିଷ୍ୟତରେ ଆସିଥିବା ହ୍ୱାଟ୍ସଆପ ଅପଡେଟ ଜରିଆରେ ୟୁଜର୍ସଙ୍କୁ ପ୍ରଦାନ କରାଯିବ ।

Get real time updates directly on you device, subscribe now.