fbpx
BJD SKY
BJD SKY

ଏହି ସ୍ଥାନରେ ମହିଳାମାନେ କାହିଁକି ଖୋଲିଥାନ୍ତି ନିଜ ଶରୀରର ସବୁ ବସ୍ତ୍ର; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

BJD

ଦୁନିଆରେ ଏପରି କିଛି ଜିନିଷ ରହିଛି ଯାହା ଅଜବ ଏବଂ ଅକଳ୍ପନିୟ ହୋଇଥାଏ ଯାହା ବିଷୟରେ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ସବୁ ବିଚିତ୍ର ଘଟଣା ଭିତରୁ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି ।ଫଳରେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମହିଳା ଏବଂ ଝିଅମାନେ ପରିଦର୍ଶନ କରିବା ପରେ ସେମାନଙ୍କର ଅନ୍ତବସ୍ତ୍ର ବାହାର କରିଦିଅନ୍ତି । ସେହହିଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଯେଉଁଠାରେ ଅନେକ ବ୍ରା ଏକାଠି ଝୁଲା ହୋଇଛି ।ତେବେ ଏହା ପାଛରସ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ।ସନ୍ତୁ ଜାଣିବା ଏହି ଘଟଣା ବିଷୟରେ…

ଏଠାରେ ଝିଅମାନେ କାହିଁକି ଅନ୍ତବସ୍ତ୍ର ବାହାର କରନ୍ତି :

ତେବେ ମିଳିଥିବା ସୂଚନା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମହିଳାମାମାନେ ନିଜର ଅନ୍ତବସ୍ତ୍ର ବାହର କରନ୍ତି । ଏହି ସ୍ଥାନର ନାମ ହେଉଛି କାର୍ଡୋନା । କୁହାଯାଏ ଯେ, ନ୍ୟୁଜିଲାଣ୍ଡ ଆସୁଥିବା ପ୍ର ର୍ଯ୍ୟଟକମାନ କାର୍ଡୋନା ଗନ୍ତବ୍ୟସ୍ଥଳ ପରିଦର୍ଶନ କରିବା ନିହାତି ଜରୁରୀ । ଏଥିସହିତ ସେମାନେ ଏଠାରେ ନିଜ ବ୍ର ବାହର କରି ଟାଙ୍ଗି ଚାଲିଯାଆନ୍ତି । କେବଳ ଏତିତି ନୁହେଁ ଏଟାକୁ ଓଆସୁଥିବା ଭ୍ରମାଣ କାରୀମାନେ ଏଠାରେ ନିଜର ଫଟୋ ମଧ୍ୟ ଉଠାଇଥାନ୍ତି । ତେବେ ମହିଳା ଏବଂ ଝିଅମାନେ ଏପରି କାହିଁକି କରନ୍ତି ଆସନ୍ତୁ ଜାଣିବା ।ଏକ ୱେବସାଇଟ୍ ଅନୁଯାୟୀ ୧୯୯୮ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର କାର୍ଡୋନାରେ ପ୍ରଥମ ଥର ପାଇଁ ଚାରୋଟି ବ୍ରା ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ ଏହି ସ୍ଥାନଟି ଲୋକଲୋଚନକୁ ଆସିଥିଲା ।

ଏହାର କାରଣ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

କରୋନା ପୂର୍ବରୁ, ଫେବୃଆରୀ ୨୦୧୯ ରେ, ଏହି ସ୍ଥାନରେ ବ୍ରାସ ସଂଖ୍ୟା ବଢିବାରେ ଲାଗିଲା ଏବଂ ଏକ ମାସ ମଧ୍ୟରେ ୬୦ ରୁ ଅଧିକ ବ୍ରା ଟଙ୍କା ହୋଇଥିବା ଜଣାପଡିଲା । ତେବେ ଏହା ପଛର କାରଣ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କର୍କଟ ସଚେତନତା ପାଇଁ ମଧ୍ୟ ଏପରି କରିଥାନ୍ତି । ଏଥିସହିତ ଏହି ସ୍ଥାନରେ ସ୍ତନ କର୍କଟ ପାଇଁ ଦାନ ମଧ୍ୟ ନିଆଯାଏ । ଏହି ଦାନ ବ୍ରେଷ୍ଟ କ୍ୟାନ୍ସର ୱେଲ ଫେୟାର ପାଇଁ ବ୍ୟବହୃତ ହୁଏ । ତେବେ ଏହି ସ୍ଥାନର ମାଲିକ ସ୍ତନ କର୍କଟ ସଚେତନତା ପାଇଁ ମଧ୍ୟ କାର୍ଯ୍ୟ କରନ୍ତି । ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ମଧ୍ୟ ଅଛି ଯେ ଯେଉଁ ମହିଳାମାନେ ଏଠାରେ ନିଜ ବ୍ରା ଟାଙ୍ଗନ୍ତି ସେମାନେ ସେମାନଙ୍କର ମନ ପସନ୍ଦର ଜୀବନ ସାଥୀ ପାଇଥାନ୍ତି । ଫଳରେ ଏଠାରେ ଝିଅମାନେ ନିଜ ବ୍ରା ଟାଙ୍ଗନ୍ତି ।

Get real time updates directly on you device, subscribe now.