fbpx

ବିକିନି ପିନ୍ଧି ମହିଳା ବିଧାୟକ କଲେ ‘ଅଶ୍ଲୀଳ ଡ୍ୟାନ୍ସ’: Video ଦେଖି ତାତିଲେ ଲୋକ!

ନୂଆଦିଲ୍ଲୀ: ଜଣେ ମହିଳା ବିଧାୟକ ନିଜ ଅଞ୍ଚଳର ଲୋକମାନଙ୍କ ଧ୍ୟାନ ନିଜ ଆଡକୁ ଆଣିବା ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଅପଲୋଡ କରିଛନ୍ତି, ଯେଉଁଥିରେ ସେ ବିକିନିରେ ଅଶ୍ଲୀଳ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଭିଡିଓକୁ ଦେଖି ଯେତେବେଳେ ଲୋକମାନେ ହଙ୍ଗାମା କରିଥିଲେ, ସେବେ ମହିଳା ଜଣକ ସଫେଇ ଦେବାରେ ଲାଗିଥିଲେ ।

ତେବେ ଟିଆରା ମ୍ୟାକ୍, ଆମେରିକାରର ରୋଡ ଆଇଲ୍ୟାଣ୍ଡର ଡିଷ୍ଟ୍ରିକ୍ ୬ର ପ୍ରତିନିଧିତ୍ୱ କରନ୍ତି । ସେ ଡେମୋକ୍ରେଟିକ୍ ପାର୍ଟିର ବିଧାୟିକା । ସେ ନିକଟରେ ଟିକଟକରେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ସେଥିରେ ସେ ବିକିନିରେ ନଜର ଆସିଥିଲେ । ସେ ମୁଣ୍ଡ ତଳକୁ କରି ଗୋଡ଼ ଉପରକୁ କରି ଏକପ୍ରକାରର ଡ୍ୟାନ୍ସ କରିଥିଲେ । କିନ୍ତୁ ଛୋଟ ଡ୍ରେନ୍ସରେ ଡ୍ୟାନ୍ସ କରିବାକୁ ନେଇ ଲୋକମାନେ ରାଗିଯାଇଥିଲେ ।

डेमोक्रेटिक पार्टी की विधायक हैं टियारा मैक (Credit- Tiara Mack/Tiktok)

ଲୋକଙ୍କ କମେଣ୍ଟ ପରେ ମହିଳା ବିଧାୟକ ଜଣକ ମଜାଳିଆ ଏକ୍ସପ୍ରେସନ ମାଧ୍ୟମରେ ଜବାବ ଦେଇଥିଲେ । ତେବେ ରୋଡ ଆଇଲ୍ୟାଣ୍ଡ ସିନେଟପାଇଁ ଚୟନ କରାଯିବା ପରେ ୫ ଜାନୁଆରୀ ୨୦୨୧ରେ ଟିଆରା ମକ୍କ୍ ନିଜ ଅଫିସ ସମ୍ଭାଳିଥିଲେ । ତାଙ୍କୁ ନିର୍ବାଚନରେ ୬୦% ଭୋଟ୍ ମିଳିଥିଲା ।

Get real time updates directly on you device, subscribe now.