fbpx
BSKY
BJD SHG SKY
BJD MC SKY

ରାଜଧାନୀରେ ମାତିଲେଣି ଯୁବତୀ ବ୍ରାଉନସୁଗାର ବେପାରୀ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି ଯାହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଥିମଧ୍ୟରେ ୨ ଯୁବତୀ ବ୍ରାଉନସୁଗାର କାରବାର କରୁଥିବା ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଘର ଭଡ଼ା ନେଇ ଦୁଇ ଯୁବତୀ ଚଲାଉଥିଲେ ନିଶା କାରବାର । ସେମାନେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ । ସେମାନେ କାକଟପୁର ଓ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି । ୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ଲାପଟପ୍ ଓ ମୋବାଇଲ ଜବତ କରିଛି ପୋଲିସ ।

Get real time updates directly on you device, subscribe now.