fbpx

WORLD CUP FINAL; ଗିଲ, ରୋହିତ ଏବଂ ଶ୍ରେୟସ ଆଉଟ

Advertisement

ଅହମ୍ମଦାବାଦ; ଆରମ୍ଭ ହୋଇଛି ଐତିହାସିକ ୨୦୨୩ ବିଶ୍ୱକପ ମହାଲଢେଇ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ ଫଳରେ ବ୍ୟାଟିଂ ଜାରି ରଖିଛି ଟିମ ଇଣ୍ଡିଆ ମାତ୍ର ଭାରତକୁ ପ୍ରଥମରୁ ଦୁଇ ଦୁଇଟି ବଡ଼ ଝଟକା ଲାଗିଛି । ୪ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି ଶୁଭମାନ ଗିଲ । ଏହା ପରେ କ୍ୟାଚ ଆଉଟ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ୩୧ ବଲରେ ୪୭ ରନ ସଂଗ୍ରହ କରି ପାଭିଲିୟନକୁ ଫେରିଯାଇଛନ୍ତି । ମ୍ୟାକ୍ସ ୱେଲଙ୍କ ବଲକୁ ବୁଝି ନପାରି କ୍ୟାଚ ଆଉଟ ହୋଇଛନ୍ତି ରୋହିତ । ପରେ ପରେ ଶ୍ରେୟାସ ଆୟର ମଧ୍ୟ କ୍ୟାଚ ଆଉଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତର ୩ ୱିକେଟ୍ ପତନ ଘଟିଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.