fbpx

WORLD CUP FINAL; ଭାରତକୁ ପ୍ରଥମ ଝଟକା; ୪ ରନ ସଂଗ୍ରହ କରି ଶୁଭମାନ ଗିଲ ଆଉଟ

Advertisement

ଅହମ୍ମଦାବାଦ; ଆରମ୍ଭ ହୋଇଛି ଐତିହାସିକ ୨୦୨୩ ବିଶ୍ୱକପ ମହାଲଢେଇ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ ଫଳରେ ବ୍ୟାଟିଂ ଜାରି ରଖିଛି ଟିମ ଇଣ୍ଡିଆ ମାତ୍ର ଭାରତକୁ ପ୍ରଥମରୁ ଏକ ବଡ଼ ଝଟକା ଲାଗିଛି । ୪ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି ଶୁଭମାନ ଗିଲ । ତେବେ ଏହି ଫାଇନାଲରେ ଭାରତର ଏକ  ୱିକେଟ୍ ପତନ ଘଟିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ପ୍ରଥମ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୮୦ ରନ କରି ଅପରାଜିତ ରହିଥିଲେ। ପ୍ରଥମେ ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ପରେ ପୁଣି ଥରେ ଗିଲ ଗ୍ରାଉଣ୍ଡକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶେଷ ସମୟରେ ଦଳୀୟ ସ୍କୋରକୁ ୩୯୭ ପହଞ୍ଚାଇବାରେ ସେ ସହାୟକ ହେବା ସହ ନିଜେ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ।

Get real time updates directly on you device, subscribe now.