ବ୍ରହ୍ମପୁର: ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଛୁରାମାଡ଼ କଲା ଯୁବକ । ସୂଚନାନୁଯାୟୀ, ଘରେ କେହି ନଥିବା ବେଳେ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କଲା ଯୁବକ ।
ଏହି ଅଘଟଣ ନିମଖଣ୍ଡି ଥାନା ବ୍ୟାଙ୍କ୍ କଲୋନୀ ୬ନଂ ଲେନରେ ଘଟିଛି । ଗୁରୁତର ଯୁବତୀଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।