ELECTION 2019ODISHAPOLITICSTOP STORIES

ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଅଣ୍ଡାମାଡ଼, ୨ଅଟକ

ବଲାଙ୍ଗିର,୧୫ା୪(ଓଡ଼ିଶା ଭାସ୍କର): ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ସମସ୍ତ ଦଳରେ ଚାଲିଛି ପ୍ରଚାର କାର୍ଯ୍ୟକ୍ରମ । ଆଜି ପ୍ରଚାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ତାଙ୍କ କାରକେଡ଼ ଉପରକୁ ଅଣ୍ଡାମାଡ଼ ହୋଇଥିବାର ସୂଚନା ମିଳିଛି । ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟାଠାରେ ଏହି ଘଟଣା ହୋଇଥିବା ଅଭିଯୋଗର ସୂଚନା ମିଳିଛି । ଏନେଇ ପୋଲିସ ଲାଠିଚାର୍ଯ କରିବା ସହ ଫ୍ଲାଗ ମାର୍ଚ୍ଚ ମଧ୍ୟ କରିଛି । ଏବଂ ଘଟଣା ସମ୍ପୃକ୍ତରେ ପୁଲିସ ପୂର୍ବତନ ବିଧାୟକ ବାଲଗୋପାଳ ମିଶ୍ର ଓ ତାଙ୍କ ସମର୍ଥକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Show More

Related Articles

Leave a Reply

Your email address will not be published. Required fields are marked *