ELECTION 2019NEWSODISHAPOLITICSTOP STORIES

ବିଜେପି ପ୍ରାର୍ଥୀ ପୀତାମ୍ବରଙ୍କ ନାମରେ ପୁଣି ମାମଲା

ଭୁବନେଶ୍ୱର,୧୬ ।୪(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ପୁଣି ଏକ ମାମଲା ଦାୟର ହୋଇଛି । ପୀତାମ୍ବରଙ୍କ ନାମରେ ଏହି ମାମଲା ଗଞ୍ଜାମର ଧରାକୋଟ ଥାନାରେ ହୋଇଥିବା ସୂଚନା ମିଳିଛି । ତେବେ କୃଷ୍ଣ ସେଠୀଙ୍କୁ ବନ୍ଧୁକ ଦେଖାଇବା ସହ ମାଡ ମାରିବା ଅଭିଯୋଗରେ ପୀତାମ୍ବରଙ୍କ ନାମରେ ମାମଲା ରୁଜୁ ହୋଇଛି ।

ହିଞ୍ଚିଳିରୁ ବିଜେଡି ସୁପ୍ରିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପି ଟିକଟରେ ନିର୍ବାଚନ ଲଢୁଛନ୍ତି ପୀତାମ୍ବର ।

Show More

Related Articles

Leave a Reply

Your email address will not be published. Required fields are marked *