fbpx

ଆଜିଠୁ ଉଡ଼ିବ ଘରୋଇ ବିମାନ

ଭୁବନେଶ୍ୱର, ୨୫/୫(ଓଡିଶା ଭାସ୍କର):  କରୋନା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି। ଏନେଇ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ଥିଲା । ରେଳ, ବିମାନ ସେବା ମଧ୍ୟ ବନ୍ଦ ଥିଲା। କିନ୍ତୁ ଏହାକୁ ଧୀରେ ଧୀରେ ସ୍ୱାଭାବିକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଆଜିଠାରୁ  ଘରୋଇ ବିମାନ ଉଡିବ। ଏଥି ପାଇଁ ଅନଲାଇନ ଟିକେଟ ବୁକିଂ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ୧୨ ଏବଂ ଝାରସୁଗୁଡାକୁ ଆସିବ ୩ରୁ ୪ ବିମାନ ବୋଲି ସୂଚନା ମିଳିଛି। ଏପଟେ ଓଡ଼ିଶା ଭିତରେ ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.