ELECTION 2019NEWSODISHAPOLITICSTOP STORIES

ବିଜେପି ଛାଡ଼ିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ଦାମ, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର, ୭ା୬(ଓଡ଼ିଶା ଭାସ୍କର):ଦାମ ରାଉତଙ୍କ ପୁଅ ସମ୍ବିତ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କ ବାପା ବିଜପିରେ ଖୁସି ନାହାନ୍ତି । ଏନେଇ ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖି କହିଛନ୍ତି ମୁଁ ବିଜେପିରେ ଖୁସି ନାହିଁ ବୋଲି ପୁଅ ଜାଣିଲା କେମିତି । ମୋତେ ବିଜେଡ଼ି କାଢ଼ି ଦେଇଥିଲା ବେଳେ ବିଜେପି ଆଦରି ନେଇଥିଲା । ମୋତେ ବାହାର କରିବା ବେଳେ କୌଣସି କାରଣ ଦର୍ଶାଇ ନଥିଲେ ।ଏବେ ବିଜେଡ଼ିକୁ ଫେରିବା କଥା ମୁଁ କାହିଁକି ଚିନ୍ତା କରିବି ବୋଲି ସେ କହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles