LOCAL NEWSNEWSODISHATOP STORIES

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆ ଚୋଟ, ୪ ଅଟକ

ସୁନ୍ଦରଗଡ଼, ୧।୧୦ (ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ବଡ଼ଗାଁ ଥାନା ପାମରା ଠାରେ ସୋମବାର ଘଟି ଯାଇଛି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ପଡୋଶୀମାନେ ହତ୍ୟା କରିବାକୁ ଯାଇ ଟାଙ୍ଗିଆରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ମହିଳା ଜଣକ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚି ୪ଜଣଙ୍କୁ ଅଟକରଖି ତଦନ୍ତ କରିବା ଆରମ୍ଭ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close