fbpx

ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା, ଘଟଣାସ୍ଥଳରୁ ଦୁବୃର୍ତ୍ତ ଫେରାର

Advertisement

ବଲାଙ୍ଗୀର: ବଲାଙ୍ଗୀର ନିଖଲ ନଗରରୁ ଆସିଛି ଏକ ଭୟାନକ ଖବର । ଘରେ କେହି ନ ଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁବୃର୍ତ୍ତ ଜଣେ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାଟି ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ମିଳିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ଘରେ କେହି ନ ଥିବା ବେଳେ ଦୁବୃର୍ତ୍ତ ଘରେ ପଶି ଛାତ୍ରୀଙ୍କର ତଣ୍ଟି କାଟି ସେଠାରୁ ଫେରାର ହୋଇ ଯାଇଥିଲା । ଛାତ୍ରୀ ଜଣକ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଥିଲେ । ତେବେ ହତ୍ୟାକାଣ୍ଡ ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.