BREAKING: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
୧୦ କ୍ୱିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଘଟଣାରେ ୨ ଜଣଙ୍କୁ ଗରିଫ କରିଛି ପୋଲିସ।
ମୋହନା: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ। ମୋହନା ଅଡ଼ବା ଥାନା ଗରଡ଼ମା ପଞ୍ଚାୟତ ରାମସିଂରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ।
୧୦ କ୍ୱିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଘଟଣାରେ ୨ ଜଣଙ୍କୁ ଗରିଫ କରିଛି ପୋଲିସ।
ଅବକାରୀ ବିଭାଗ ପୋଲିସ ମିଳିତ ଉଦ୍ୟମରେ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହା ପଛରେ ବଡ଼ ଲିଙ୍କ ଥିବା ସନ୍ଦେହ କରାଯାଉଛି।
୨ ଜଣଙ୍କୁ ଗିରଫ କରି ପଚରାଉଚରା କରିବା ସହ ଗଞ୍ଜେଇ କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତଦନ୍ତ କରୁଛି ପୋଲିସ।