fbpx

୧୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର,୨୬/୬(ଓଡିଶା ଭାସ୍କର)  : ୧୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରକୁଡ଼ର ଜଳସ୍ତର ରହିଛି ୬୧୭.୪୧ ଫୁଟ । ପ୍ରତି ସେକେଣ୍ଡରେ  ୯୯ ହଜାର ୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ  ନିଷ୍କାସିତ ହେଉଛି ୧ଲକ୍ଷ ୩୬ହଜାର ୫୦୪ କ୍ୟୁସେକ ଜଳ ।

ଗତକାଲି ପ୍ରଥମେ ହୀରାକୁଦ ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ କରାଯାଇଇଥିଲା।

Get real time updates directly on you device, subscribe now.