fbpx
BSKY SKY
BSKY SKY

ହୀରାକୁଦରୁ ୧୦ଟି ଗେଟ୍ ଦେଇ ବାହାରୁଛି ବନ୍ୟାଜଳ

BSKY

ସମ୍ବଲପୁର,୨୬/୬(ଓଡିଶା ଭାସ୍କର): ହୀରାକୁଦରୁ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳସ୍ତର ରହିଛି ୬୧୭.୪୧ ଫୁଟ ରହିଛି ନୋଳି ଜଣା ପଡିଛି । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୯ ହଜାର ୧ କ୍ୟୁସେକ ଜଳ । ସେହିପରି ୧ଲକ୍ଷ ୩୬ହଜାର ୫୦୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Get real time updates directly on you device, subscribe now.