fbpx

Junior Assistant Job: ବାହାରିଲା ୧୧୯ଟି ପଦବୀ, ଅନଲାଇନ ଆବେଦନ ଆରମ୍ଭ ହୋଇଗଲାଣି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ୧୧୯ଟି ଡେପୁଟି ଜୁନିୟର ଆସିଷ୍ଟାଷ୍ଟ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ । ପ୍ରାର୍ଥୀମାନେ ରେଗୁଲାର ବେସିସରେ ନିଯୁକ୍ତି ପାଇବେ । ଆଶାୟୀମାନେ ଅନଲାଇନରେ ଆବେଦନ କରିବା ପୂର୍ବରୁ ସମସ୍ତ ତଥ୍ୟକୁ ଠିକ୍ ଭାବେ ପଢ଼ିବାକୁ ଅନୁରୋଧ ।

ଅକ୍ଟୋବର ୯ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଗଲାଣି । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ସହ ଶିକ୍ଷାଗତ ଯୋଗ୍ୟତା ବାଚେଲର ଡିଗ୍ରୀ ରହିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀର କମ୍ପ୍ୟୁଟର ଜ୍ଞାନ ରହିବା ଆବଶ୍ୟକ । ସରକାରୀ ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।

ଅନଲାଇନ ଆବେଦନ ଲିଙ୍କ: https://allgovernmentjobs.in/register

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-IIT-KAnpur-Jr-Asst-Vacancy.pdf

ଅଫିସିଆଲ ୱେବସାଇଟ: https://www.iitk.ac.in/

Get real time updates directly on you device, subscribe now.