fbpx

୧୨ ଘଣ୍ଟିଆ ଭଦ୍ରକ ବନ୍ଦ, ବରପଦା ବିକାଶ ମଞ୍ଚ ପକ୍ଷରୁ ଡାକରା

ଭଦ୍ରକ: ୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ବନ୍ଦ ଡାକରା ଦିଆଯାଇଛି । ବରପଦା ବିକାଶ ମଞ୍ଚ ପକ୍ଷରୁ ଭଦ୍ରକ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ । କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ବହିଷ୍କାର ପାଇଁ ଦାବି କରାଯାଇଛି । ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ କରିବାକୁ ଦାବି ରହିଛି ।

Get real time updates directly on you device, subscribe now.