ଭୁବନେଶ୍ୱର,୧୬/୮(ଓଡିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୫୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୨,୨୭୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 1550 #COVID19 patients have recovered and are being discharged on 16.8.2020
355 from Ganjam
241 from Khurdha
118 from Sundergarh
99 from Cuttack
89 from Sambalpur
72 from Dhenkanal
64 from Malkangiri
63 from Balasore
62 from Kandhamal
59 from Puri— H & FW Dept Odisha (@HFWOdisha) August 16, 2020
5 each from Baragarh & Sonepur
4 from Angul
2 from NayagarhThe total recovered cases of Odisha now stand at 42276
— H & FW Dept Odisha (@HFWOdisha) August 16, 2020
ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୩୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସେହିପରି ଖୋର୍ଦ୍ଧାରେ ୨୪୧, କଟକରେ ୯୯, ସୁନ୍ଦରଗଡ଼ରେ ୧୧୮, ପୁରୀରେ ୫୯, ସମ୍ବଲପୁରରେ ୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।