ଭୁବନେଶ୍ୱର,୨୯।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୬୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୪୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୭୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 28th October
New Positives Cases 1617
In quarantine: 941
Local contacts: 676(Details of local contacts will be shared by concerned District Administration)
District Wise Cases:
1. Angul: 75
2. Balasore: 76
3. Bargarh: 35
4. Bhadrak: 30
5. Balangir: 68— I & PR Department, Odisha (@IPR_Odisha) October 29, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ଓ କଟକରୁ ୧୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 85
23. Nawarangpur: 33
24. Nayagarh: 40
25. Nuapada: 59
26. Puri: 76
27. Rayagada: 15
28. Sambalpur: 22
29. Sonepur: 8
30. Sundargarh: 93
31. State Pool: 36New Recoveries: 2015
Cumulative Tested: 4463559
Positive: 287099
Recovered: 270130
Active cases: 15619— I & PR Department, Odisha (@IPR_Odisha) October 29, 2020