ଭୁବନେଶ୍ୱର,୩୦।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୮୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୭୩,୮୩୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 1800 Covid patients have recovered and are being discharged on 30.10.2020
233 from Khordha
148 from Cuttack
100 from Nuapada
94 from Mayurbhanj
81 from Anugul
76 from Sundargarh
74 from Keonjhar
72 from Baleswar
69 from Puri
66 from Jajapur
65 from Bargarh— H & FW Dept Odisha (@HFWOdisha) October 30, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୩୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
12 from Rayagada
8 from Deogarh
7 from Gajapati
6 from Boudh
48 from State PoolThe total recovered cases of Odisha now stand at 273838
— H & FW Dept Odisha (@HFWOdisha) October 30, 2020