fbpx

୨ ବାଇକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ଡିଭିଏଫ ଯବାନ ମୃତ

Advertisement

ମାଲକାନାଗିରି: ଡିଭିଏଫ ଯବାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଦୁଇ ବାଇକ ମୁହାଁମୁହିଁ ହୋଇ ଧକ୍କା ହେବା ଫଳରେ ଆଉ ୨ ଜଣ ମଧ୍ୟ ଗୁରୁତର ଅଛନ୍ତି । ଯବାନ ତାଙ୍କ ଡ୍ୟୁଟି ସାରି ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଯବାନ ଜଣକ ଡ୍ୟୁଟି ସାରି ଫେରୁଥିବା ବେଳେ ମାଲକାନାଗିରିର ଚମ୍ପାଖାରି ଠାରେ ଅନ୍ୟ ବାଇକ ସହ ତାଙ୍କର ଧକ୍କା ହୋଇଥିଲା । ଏଥିରେ ଅନ୍ୟ ୩ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଯବାନଙ୍କ ମୃତଦେହ ଉଦ୍ଧାର କରିଛିା ଏଥି ସହ ଅନ୍ୟ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.