Breaking: ସିଫ୍ଟରେ ହେବ ଖାତା ଦେଖା, ଏକାସଙ୍ଗରେ ମେ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ

ଭୂବନେଶ୍ୱର: କାଲିଠୁ +୨ ଖାତା ଦେଖା ଆରମ୍ଭ ହେବ । ମେ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ ।

ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ । ଖରାକୁ ଦୃଷ୍ଟିରେ ରଖି ୨ଟି ସିଫ୍ଟରେ ଖାତାଦେଖା ଯିବ କହିଲେ ଅଧିକାରୀ ।

ଏକାସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ପାଠ୍ୟକ୍ରମର ରେଜଲ୍ଟ ବାହାରିବ । ୩ ଲକ୍ଷ ୯୩ ହଜାର ୬୧୬ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଏକାସଙ୍ଗେ ପ୍ରକାଶ ପାଇବା ନେଇ ସୂଚନା ।