fbpx

୨୨ ଅଧିକାରୀଙ୍କୁ ମିଳିଲା ପଦୋନ୍ନୋତି, ଜାଣନ୍ତୁ କିଏ କିଏ 

Advertisement

ଭୁବନେଶ୍ୱର : ୨୨ ଅଧିକାରୀଙ୍କୁ ମିଳିଲା ପଦୋନ୍ନୋତି । ଜାଣନ୍ତୁ ସେମାନେ କିଏ କିଏ… ୧)ପ୍ରଦୀପ କୁମାର ବେହେରା (ଅତିରିକ୍ତ ସଚିବ) -ଏସଟି ଏବଂ ଏସି ବିଭାଗ

୨)ମାୟାଧର ପଟ୍ଟାୟତ (ଅତିରିକ୍ତ ସଚିବ) -ଏଚ୍ ଏବଂ ୟୁଡି ବିଭାଗ

୩)ନୃସିଂହ ଚରଣ ମିଶ୍ର (ଅତିରିକ୍ତ ସଚିବ) -ଏସଟି ଏବଂ ଏସି ବିଭାଗ

୪)ଚିତ୍ତରଞ୍ଜନ ମହାନ୍ତି(ଅତିରିକ୍ତ ସଚିବ) -ଇସ୍ରାତ ଓ ଖଣି ବିଭାଗ

 

୫)ଧରଣିଧର ମହନ୍ତ (ଅତିରିକ୍ତ ସଚିବ) -ରାଜସ୍ୱ ଏବଂ ଡିଏମ ବିଭାଗ

୬)ଅଭୟ କୁମାର ମହାନ୍ତି (ଅତିରିକ୍ତ ସଚିବ)-ପି ଏବଂ ସି ବିଭାଗ

୭)ଧନେଶ୍ୱର ପଣ୍ଡା (ଯୁଗ୍ମ ସଚିବ)-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

୮)ଚିରଞ୍ଜିବ ନାରାୟଣ ଧାର (ଯୁଗ୍ମ ସଚିବ)-ଜଙ୍ଗଲ ବିଭାଗ

୯)ଜୟନ୍ତ କୁମାର ବେହେରା (ଯୁଗ୍ମ ସଚିବ)-ଜଙ୍ଗଲ ବିଭାଗ

୧୦) ବସନ୍ତ କୁମାର ମଲ୍ଲିକ (ଯୁଗ୍ମ ସଚିବ)-ଏଫ ଏବଂ ଏଆରଡି ବିଭାଗ

୧୧)କାଳୁରାମ ଟୁଡୁ (ଉପ ସଚିବ)-ଏଚ୍ ଏବଂ ୟୁଡି ବିଭାଗ

୧୨)ପ୍ରଶାନ୍ତ କୁମାର ନାୟକ (ଉପ ସଚିବ)-ସଂସଦୀୟ ବ୍ୟାପାର ବିଭଆଗ

୧୩)ପ୍ରଦୀପ୍ତ କୁମାର ମହାନ୍ତି (ଉପ ସଚିବ)-କୋଅପରେସନ ବିଭାଗ

୧୪) ଚୀର କୁମାର ମହାପାତ୍ର (ଉପ ସଚିବ)-ଜଙ୍ଗଲ ବିଭାଗ

୧୫)ଅମୂଲ୍ୟ କୁମାର ମହାନ୍ତି (ଉପ ସଚିବ)-ଏଚ୍ ଏବଂ ୟୁଡି ବିଭାଗ

୧୬)ପ୍ରଫୁଲ୍ଲ କୁମାର ବାରିକ(ଉପ ସଚିବ)-ଗୃହ ବିଭାଗ

୧୭)କେ. ରାଘବ ରାଓ(ଅଣ୍ଡର ସେକ୍ରେଟେରୀ)-ଅର୍ଥ ବିଭାଗ

୧୮)ପରମେଶ୍ୱର ବେହେରା (ଅଣ୍ଡର ସେକ୍ରେଟେରୀ)-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

୧୯)ବିଷ୍ଣୁ ପ୍ରସାଦ ସ୍ୱାଇଁ (ଡେସ୍କ ଅଫିସର)-ଗୃହ ବିଭାଗ

୨୦)ସୁକାନ୍ତ କୁମାର ଦାସ(ଡେସ୍କ ଅଫିସର)-ରାଜସ୍ୱ ଏବଂ ଡିଏମ ବିଭାଗ

୨୧)ଶସାଙ୍କ ଶେଖର ନନ୍ଦ(ଡେସ୍କ ଅଫିସର)-ଅର୍ଥ ବିଭାଗ

୨୨)ସୁଧୀର ପଟ୍ଟନାୟକ(ସେକସନ ଅଫିସର)-ଏଫଏସ ଏବଂ ସିଡବ୍ଲୁ ବିଭାଗ

Get real time updates directly on you device, subscribe now.