ନେପାଳରେ ଫଶିଲେ 23 ଓଡ଼ିଆ; ପରିବାରରେ ହାହାକାର, ଉଦ୍ଧାର ପାଇଁ ଚେଷ୍ଟା ଜାରି

ନେପାଳରେ ଫସିଛନ୍ତି 23 ଓଡ଼ିଆ ପର୍ଯ୍ୟଟକ । ବୁଲିବାକୁ ଯାଇଥିବା ବେଳେ ହିଂସା ଯୋଗୁଁ ଫସିଛନ୍ତି । ତେବେ ଫସିଥିବା 23 ଓଡ଼ିଆ ପର୍ଯ୍ୟଟକ ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

ଯାଜପୁର: ନେପାଳରେ ଫସିଛନ୍ତି 23 ଓଡ଼ିଆ ପର୍ଯ୍ୟଟକ । ବୁଲିବାକୁ ଯାଇଥିବା ବେଳେ ହିଂସା ଯୋଗୁଁ ଫସିଛନ୍ତି । ତେବେ ଫସିଥିବା 23 ଓଡ଼ିଆ ପର୍ଯ୍ୟଟକ ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

ସେପଟେ ବୁଲାଇବାକୁ ନେଇଥିବା ଟ୍ରାଭେଲ ଏଜେନ୍ସି ଫେରାର । 2 ଦିନ ହେଲା ଏକ ହୋଟେଲରେ ଫସିଛନ୍ତି 23 ପର୍ଯ୍ୟଟକ । ଗତ 3 ତାରିଖରେ ନେପାଳ ବୁଲିବାକୁ ଯାଇଥିଲେ ଏମାନେ