fbpx
BSKY SKY
BSKY SKY

ଜଳିଗଲା ୩୦୦ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ମୁଣ୍ଡରେ ଚଡକ

BSKY

ଭୁୁବନେଶ୍ୱର: ଧର୍ମଗଡରୁ ଏକ ବଡ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଧାନଗଦା ଜଳି ଭସ୍ମ ହୋଇଯାଇଛି । ୬ ଜଣ ଚାଷୀଙ୍କ ୩୦୦ କ୍ୱିଣ୍ଟାଲ ଧାନ ଥିବା ଏକ ଧାନ ଗଦା ଜଳି ଭସ୍ମ ହୋଇଯାଇଛି । ଗୋଲାମୁଣ୍ଡା ତହସିଲ ଉଚ୍ଛଳା ଗାଁରେ ଘଟିଛି ଏପରି ଅଘଟଣ । ଏହି ଦୁର୍ଘଟଣା ପରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ତେବେ କିପରି ଏହି ଅଗ୍ନିକାଣ୍ଡ ଘଟିଲା ସେ ବିଷୟରେ କିଛି ଜଣାପଡିନାହିଁ ।

Get real time updates directly on you device, subscribe now.