ଭୁବନେଶ୍ୱର,୬ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୮୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨୮୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 5th September
New Positives Cases: 3810
In quarantine: 2286
Local contacts: 1524(Details of local contacts will be shared by concerned Dist Administration)
District Wise Cases
1. Angul: 73
2. Balasore: 120
3. Bargarh: 396
4. Bhadrak: 107
5. Balangir: 43— I & PR Department, Odisha (@IPR_Odisha) September 6, 2020
22. Mayurbhanj: 142
23. Nawarangpur: 78
24. Nayagarh: 62
25. Nuapada: 93
26. Puri: 117
27. Rayagada: 101
28. Sambalpur: 83
29. Sonepur: 106
30. Sundargarh: 34New Recoveries: 3443
Cumulative Tested: 2098401
Positive: 124031
Recovered: 93774
Active Cases: 29658— I & PR Department, Odisha (@IPR_Odisha) September 6, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଓ କଟକରୁ ୩୨୨, ଗଞ୍ଜାମରୁ ୧୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।