ଭୁବନେଶ୍ୱର,୧୦ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୯୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ କୁ ବୃଦ୍ଧି ପାଇଛି । ୧,୦୫, ୨୯୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩,୧୮୨ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 9th September
New Positives Cases: 3991
In quarantine: 2315
Local contacts: 1676(Details of local contacts will be shared by concerned Dist Administration)
District Wise Cases
1. Angul: 114
2. Balasore: 74
3. Bargarh: 169
4. Bhadrak: 82
5. Balangir: 180— I & PR Department, Odisha (@IPR_Odisha) September 10, 2020
22. Mayurbhanj: 160
23. Nawarangpur: 125
24. Nayagarh: 48
25. Nuapada: 96
26. Puri: 332
27. Rayagada: 58
28. Sambalpur: 104
29. Sonepur: 74
30. Sundargarh: 98
31. State Pool: 114New Recovery: 3110
Cumulative Tested: 2273597
Positive: 139121
Recovered: 105295
Active Case: 33182— I & PR Department, Odisha (@IPR_Odisha) September 10, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୮୭ ଓ କଟକରୁ ୩୯୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।