ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ତୃତୀୟ କରୋନା ରୋଗୀଙ୍କ ବୟସ ୬୦ ହୋଇଥିବା ଜଣାପଡ଼ିଛି ।
One more sample has tested positive for @COVID19 in the State. This makes the number of positive cases 3 and all are from Bhubaneswar.
— H & FW Dept Odisha (@HFWOdisha) March 26, 2020
The latest @COVID19 positive case in the State is a 60 years old male. Contact tracing exercise has commenced.
— H & FW Dept Odisha (@HFWOdisha) March 26, 2020