fbpx

୪ କ୍ୟାଡର ମାଓବାଦୀ ସଫା

କନ୍ଧମାଳ,୫ ।୭(ଓଡିଶା ଭାସ୍କର): ପୋଲିସ ଗୁଳିରେ ଆଜି ୪ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏହା ସହ ଏହି ଏନକାଉଣ୍ଟରରେ ଡିସିଏମ ମେମ୍ବର ଦର୍ଶୁ ମୃତ ହୋଇଥିବା ସୂଚନା ମିଳିଛି । ଦର୍ଶୁ ସହ ଆଇ ୩ ଏସିଏମ୍ ମେମ୍ବରଙ୍କର ମୃତ୍ୟୁ ହୋଇଛି ।

ତେବେ ଦର୍ଶୁ କେକେବିଏନ ମାଓ ଡିଭିଜନର ନେତୃତ୍ୱ ନେଉଥିଲା । ନକ୍ସଲ ନେତା ଡେଭିଡର ଏନକାଉଣ୍ଟର ପରେ ଦର୍ଶୁ ନେତୃତ୍ୱ ନେଉଥିଲା ବୋଲି ଜଣାପଡିଛି । ଏହା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଗୋଳା ବାରୁଦ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ କନ୍ଧମାଳ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.