fbpx

Teachers Dayରେ ୪୬ ଜଣ ଶିକ୍ଷକଙ୍କୁ National Award ପ୍ରଦାନ କରିବେ ରାଷ୍ଟ୍ରପତି, ଦେଖନ୍ତୁ ଲିଷ୍ଟରେ ଓଡ଼ିଶାରୁ କେତେଜଣ

Advertisement

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ ଜାତୀୟ ପୁରସ୍କାର ପାଇବେ ଦେଶର ୪୬ ଜଣ ଶିକ୍ଷକ । ଏହି ଶିକ୍ଷକମାନଙ୍କୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ପୁରସ୍କାର ବିଜୟୀ ଶିକ୍ଷକଙ୍କ ସହ କଥାବାର୍ତ୍ତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହି ସମ୍ମାନ ସମାରୋହ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦୂରଦର୍ଶନ, ସ୍ୱୟଂ ପ୍ରଭା ଚ୍ୟାନେଲ ଓ webcast.gov.in/moeରେ ଲାଇଭ୍ ଟେଲିକାଷ୍ଟ କରାଯିବ । ପ୍ରତ୍ୟେକ ବର୍ଷ ଶିକ୍ଷକ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଦେଶର ସର୍ବଶ୍ରେଷ୍ଠ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରିଥାଏ ।

୧- ଅଞ୍ଜୁ ଦହିୟା, ହରିୟାଣା, ୨- ଯୁଦ୍ଧବୀର, ହିମାଚଳ ପ୍ରଦେଶ, ୩- ବିରେନ୍ଦ୍ର କୁମାର, ହିମାଚଳ ପ୍ରଦେଶ, ୪- ହରପ୍ରୀତ ସିଂହ, ପଞ୍ଜାବ, ୫- ଅରୁଣ କୁମାର ଗର୍ଗ, ପଞ୍ଜାବ, ୬- ରଜନୀ ଶର୍ମା, ଦିଲ୍ଲୀ, ୭- କୌସ୍ତୁଭ ଚନ୍ଦ୍ର ଜୋଶୀ, ଉତ୍ତରାଖଣ୍ଡ, ୮- ସୀମା ରାଣୀ, ଚଣ୍ଡିଗଡ଼, ୯- ସୁନୀତା, ରାଜସ୍ଥାନ, ୧୦- ଦୁର୍ଗା ରାମ ମୁବାଲ, ରାଜସ୍ଥାନ, ୧୧- ମାରିୟା ମୁରେନା ମିରାଣ୍ଡା, ଗୋଆ, ୧୨- ଉମେଶ ଭରତଭାଈ ବାଲା, ଗୁଜରାଟ, ୧୩- ନୀରଜ ସକ୍ସେନା, ମଧ୍ୟପ୍ରଦେଶ, ୧୪- ଓମପ୍ରକାଶ ପାଟୀଦାର, ମଧ୍ୟପ୍ରଦେଶ, ୧୫- ମମତା ଅହର, ଛତିଶଗଡ଼ ।

୧୬- କବିତା ସଂଘବୀ, ମହାରାଷ୍ଟ୍ର, ୧୭- ଈଶ୍ୱର ଚନ୍ଦ୍ର ନାୟକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାନାପୁର, ଜିଲ୍ଲା-ପୁରୀ, ଓଡ଼ିଶା, ୧୮- ବୁଦ୍ଧଦେବ ଦତ୍ତା- ପଶ୍ଚିମବଙ୍ଗ, ୧୯- ଜାବିଦ ଅହମଦ ରାଥର, ଜମ୍ମୁ କଶ୍ମୀର, ୨୦- ମୋହମ୍ମଦ ଜାବିର, ଲଦ୍ଦାଖ, ୨୧- ଖୁର୍ଶିଦ ଅହମଦ, ଉତ୍ତରପ୍ରଦେଶ, ୨୨- ସୌରଭ ସୁମନ, ବିହାର, ୨୩- ନିଶି କୁମାରୀ, ବିହାରୀ, ୨୪- ଅମିତ କୁମାର, ହିମାଚଳ ପ୍ରଦେଶ, ୨୫- ସିଦ୍ଧାର୍ଥ ୟୋନଜୋନ, ସିକିମ, ୨୬- ଜୈନୁସ ଜ୍ୟାକବ, କେରଳ, ୨୭- ଜୀ ପୋଂସଙ୍କାରୀ, କର୍ଣ୍ଣାଟକ, ୨୮- ଉମେଶ ଟୀ ପୀ, କର୍ଣ୍ଣାଟକ, ୨୯- ମିମୀ ୟୋଶୀ, ନାଗାଲ୍ୟାଣ୍ଡ, ୩୦- ନୋଙ୍ଗମ୍ୟାଥେମ ଗୌତମ ସିଂହ, ମଣିପୁର ।

୩୧- ମାଲା ଜିଗଦଲ ଦୋରଜୀ, ସିକିମ, ୩୨- ଗମଚୀ ଟିମରେ ଆର. ମାରକ, ମେଘାଳୟ, ୩୩- ସନ୍ତୋଷ ନାଥ, ତ୍ରିପୁରା, ୩୪- ମୀନାକ୍ଷୀ ଗୋସ୍ୱାମୀ, ଅସମ, ୩୫- ଶିପ୍ରା, ଝାରଖଣ୍ଡ, ୩୬- ଡା. ରବି ଅରୁଣ, ଆନ୍ଧ୍ର ପ୍ରଦେଶ, ୩୭- ଟୀ.ଏନ. ଶ୍ରୀଧର, ତେଲେଙ୍ଗାନା, ୩୮- କଣ୍ଡାଲା ରମୈୟା, ତେଲେଙ୍ଗାନା, ୩୯- ସୁନୀତା ରାଓ, ତେଲେଙ୍ଗାନା, ୪୦- ବନ୍ଦନା ଶାହୀ, ପଞ୍ଜାବ, ୪୧- ରାମଚନ୍ଦ୍ରନ କେ, ତାମିଲନାଡ଼ୁ, ୪୨- ଶଶିକାନ୍ତ ସମ୍ଭାଜୀରାଓ କୁଲଠେ, ମହାରାଷ୍ଟ୍ର, ୪୩- ସୋମନାଥ ବାମନ ବାକେ, ମହାରାଷ୍ଟ୍ର, ୪୪- ଅରବିନ୍ଦରାଜା ଡୀ, ପୁଡ଼ୁଚେରୀ, ୪୫- ପ୍ରଦୀପ ନେଗୀ, ଉତ୍ତରାଖଣ୍ଡ, ୪୬- ରଞ୍ଜନ କୁମାର ବିଶ୍ୱାସ, ଆଣ୍ଡାମାନ ଓ ନିକୋବର ।

Get real time updates directly on you device, subscribe now.